ରାଜ୍ୟରେ ସଂକ୍ରମଣ ଶୀର୍ଷରେ କଟକ : ଗାଁ ହେଲାଣି ହଟ୍‌ସ୍ପଟ୍‌, ସଂକ୍ରମଣ ୬ଶହ ମୁହାଁ

କଟକ: ରାଜ୍ୟରେ କରୋନା ସଂକ୍ରମଣର ଶୀର୍ଷ ତାଲିକାରେ ରହିଛି କଟକ। ଖୋର୍ଦ୍ଧାକୁ ଆଜି କଟକ ଟପି ଯାଇଛି। ଗାଁଗୁଡିକରେ ସଂକ୍ରମଣ ମାଡି ଚାଲିଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ। ଏଭଳିସ୍ଥିତିରେ ଏବେ ବାତ୍ୟା ସହ କରୋନା ମୁକାବିଲା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗୃହ ସଙ୍ଗରୋଧରେ ଥିବା ସଂକ୍ରମିତଙ୍କ ଚିକିତ୍ସା ଏଭଳି ସମୟରେ କିପରି କରାଯିବ, ସବୁ କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ନିରବଚ୍ଛିନ୍ନ … Continue reading ରାଜ୍ୟରେ ସଂକ୍ରମଣ ଶୀର୍ଷରେ କଟକ : ଗାଁ ହେଲାଣି ହଟ୍‌ସ୍ପଟ୍‌, ସଂକ୍ରମଣ ୬ଶହ ମୁହାଁ